Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ସଂସ୍କୃତି ଭବନ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ, ଯୋଗଦେଲେ ବିଧାୟକ

Jharsuguda, Jharsuguda | Jul 28, 2024
ରବିବାର ଅପରାହ୍ନ ୩ଟା ସମୟରେ୧୧ଟା ସମୟରେ ଝାରସୁଗୁଡ଼ା ସଂସ୍କୃତି ଭବନ ଠାରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବାର୍ଷିକୀ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ମଧୂମୟ ସାହିତ୍ୟ ପରିବାର ପକ୍ଷରୁ ଆୟୋଜୀତ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ଶ୍ରାଦ୍ଧ ଶତବର୍ଷିକୀ ଅବସରରେ ମୁଖ୍ୟ ଅତିଥି ଭାବରେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗ ଦେଇ ବିଭିନ୍ନ କବିଙ୍କୁ ସମ୍ମାନୀତ କରିଥିଲେ । ପରେ ସ୍ୱଭାବ କବିଙ୍କର ଅନ୍ତିମ ଜୀବନର ବ୍ୟଥା ଓ କବିତା ପାଠୋତ୍ସବ ସେଦିନ ଶ୍ରାବଣ କରାଯାଇଥିଲା । ବିଭିନ୍ନ ବରିଷ୍ଠ କବି ମାନଙ୍କୁ ମାନଙ୍କୁ ସମ୍ମାନୀତ କରାଯାଥିଲା ।