Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଓରିଏଣ୍ଟ: ବେଲପାହାଡ଼ ପୌର ପରିଷଦର ବଜାରପଡ଼ା ଠାରେ ସ୍ୱର୍ଚ୍ଚତା ସଚେତନା କାର୍ଯ୍ୟକ୍ରମ ଓ ସଭା ଗୁରୁବାର ସକାଳ ୧୧ଟା ସମୟରେ ଅନୁଷ୍ଠିତ ହୋଇଛି

Orient, Jharsuguda | Jul 25, 2024
ବେଲପାହାଡ଼ ପୌର ପରିଷଦର ବଜାରପଡ଼ା ଠାରେ ସ୍ୱର୍ଚ୍ଚତା ସଚେତନା କାର୍ଯ୍ୟକ୍ରମ ଓ ସଭା ଗୁରୁବାର ସକାଳ ୧୧ଟା ସମୟରେ ଅନୁଷ୍ଠିତ ହୋଇଛି । ଲୋକେ କିଭଳି ଭାବରେ ସ୍ୱର୍ଚ୍ଚତା ଅବଳମ୍ବନକରି ନିରୋଗୀ ରହିପାରିବେ ସେନେଇ ବେଲପାହାଡ଼ ବଜାରପଡ଼ାରେ ପୌର ପରିଷଦ ପକ୍ଷରୁ ସଚେତନତା କାର୍ଯ୍ୟାକ୍ରମ ଓ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ବେଲପାହାଡ଼ ପୌର ପରିଷଦର ସ୍ୱର୍ଚ୍ଚସାଥିମାନେ ଉପସ୍ଥିତ ରହିଥିଲେ ।