Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ସାଂସଦ ପ୍ରଦୀପ ପୁରୋହୀତଙ୍କୁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଝାରସୁଗୁଡ଼ା ଶାଖା ପକ୍ଷରୁ ଝାରସୁଗୁଡ଼ା ବିମାନ ବନ୍ଦରରେ ସ୍ୱାଗତ

Jharsuguda, Jharsuguda | Jul 27, 2024
ଶନିବାର ସଂନ୍ଧ୍ୟା ଶାଢ଼େ ୫ଟାରେ ସାଂସଦ ପ୍ରଦୀପ ପୁରୋହୀତ ଝାରସୁଗୁଡ଼ାରେ ପହଞ୍ଚିବାପରେ ତାଙ୍କୁ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଝାରସୁଗୁଡ଼ା ଶାଖା ପକ୍ଷରୁ ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି । ସାଂସଦ ପ୍ରଦୀପ ପୁରୋହୀତ ବମାନ ଯୋଗେ ଦିଲ୍ଲୀରୁ ଝାରସୁଗୁଡ଼ା ଆସିଥିବାବେଳେ ତାଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରେ ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟର ଝାରସୁଗୁଡ଼ା ଶାଖା ପକ୍ଷରୁ ଶରିତ ମିଶ୍ର, ପ୍ରଶାନ୍ତ ମାଝୀ ପୁସ୍ପଗୁର୍ଚ୍ଚଦେଇ ସ୍ୱାଗ କରିଛନ୍ତି ।