Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଓରିଏଣ୍ଟ: ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ସେତୁ ନିକଟରେ ଏକ ପୋଲିସ ବିଟ ହାଉସକୁ ଉଦଘାଟନ କଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ

Orient, Jharsuguda | Jul 28, 2024
ରବିବାର ସକାଳ ଶାଢ଼େ ୧୧ଟା ସମୟରେ ବନହରପାଲି ଥାନା ଅନ୍ତର୍ଗତ ରମ୍ପେଲା ସେତୁ ନିକଟରେ ଏକ ପୋଲିସ ବିଟ ହାଉସକୁ ଉଦଘାଟନ କଲେ ରାଜସ୍ୱମନ୍ତ୍ରୀ ସୁରେଶ ପୂଜାରୀ ।ରମ୍ପେଲା ସେତୁ ଉପରେ ରାତି ସମୟରେ ଲୁଟପାଟ ହେଉଥିବାରୁ ଏହାକୁ ଆଖି ଆଗରେ ରଖି ଏଠାରେ ଏକ ପୋଲିସ ବିଟ ହାଉସ ଉଦଘାଟନ କରାଯାଇଛି । ଏହି ଉଦଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସମ୍ବଲପୁର ପୋଲିସ ଆଇଜି ହିମାଂଶୁ ଲାଲ, ଝାରସୁଗୁଡ଼ା ଏସପି ପରମାର ସ୍ମିଥ ପୁରୋଷତ୍ତମ ଦାସ ପ୍ରମୁଖ ଉପସ୍ଥି ରହିଥିଲେ ।