Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଯୁବ ନେତା ବିଶ୍ୱଜୀତ ସଢ଼ଙ୍ଗି ଭୁବନେଶ୍ୱରରେ ଉର୍ଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ୧୯ ଖଣ୍ଡ ମୌଜାରେ ଯୁକ୍ତ ୩ କଲେଜ ଦାବି

Jharsuguda, Jharsuguda | Jul 26, 2024
ଶୁକ୍ରବାର ଅପରାହ୍ନ ଶାଢ଼େ ୩ଟା ସମୟରେ ବ୍ରଜରାଜନଗରର ଯୁବ ନେତା ବିଶ୍ୱଜୀତ ସଢ଼ଙ୍ଗି ଭୁବନେଶ୍ୱରରେ ଉର୍ଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ୧୯ ଖଣ୍ଡ ମୌଜାରେ ଯୁକ୍ତ ୩ କଲେଜ ପ୍ରତିଷ୍ଠା ପାଇଁ ଦାବି କରିଛନ୍ତି । ୧୯ ଖଣ୍ଡ ମୌଜାରେ ଯୁକ୍ତ ତିନି କଲେଜ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରରେ ଉର୍ଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଦାବିପତ୍ର ଏହି ୧୯ ଖଣ୍ଡ ମୌଜାର ଛାତ୍ର ଛାତ୍ରୀମାନେ କଲେଜ ନଥିବାରୁ ଉଚ୍ଚଶିକ୍ଷାରୁ ବଂଚିର ରହିଛନ୍ତି । ଏଣୁ ଏହି ଉପାନ୍ତ ଅଞ୍ଚଳରେ ଯୁକ୍ତ ୩ କଲେଜ ପ୍ରତିଷ୍ଠା ପାଇଁ ଦାବିକରିଛନ୍ତି ।
ଝାରସୁଗୁଡା: ଯୁବ ନେତା ବିଶ୍ୱଜୀତ ସଢ଼ଙ୍ଗି ଭୁବନେଶ୍ୱରରେ ଉର୍ଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଙ୍କୁ ଭେଟି ୧୯ ଖଣ୍ଡ ମୌଜାରେ ଯୁକ୍ତ ୩ କଲେଜ ଦାବି - Jharsuguda News