Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଓରିଏଣ୍ଟ: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର କୋଇଲା ଖଣିଅଞ୍ଚଳ ପରିଦର୍ଶନ କରିବାସହିତ କୋଇଲା ଉତ୍ପାଦନ ନେଇ ଆଲୋଚନା କରିଥିଲେ

Orient, Jharsuguda | Jul 28, 2024
ରବିବାର ଅପରାହ୍ନ ୨ଟା ସମୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର କୋଇଲା ଖଣି ଅଞ୍ଚଳ ପରିଦର୍ଶନ କରିବା ସହିତ କୋଇଲା ଉତ୍ପାଦନ ସଂପର୍କରେ ଆଲୋଚନା କରିଥିଲେ । ଦେଶର ପ୍ରଗତି ପାଇଁ କୋଇଲାର ଅବଶ୍ୟକତା ରହିଛି । ଏହି ଆବଶ୍ୟକତାକୁ ପୁରଣ କରିବା ପାଇଁ କୋଇଲା ଖନନର କରିବାର ଆବଶ୍ୟକତା ରହିଛି । ଏନେଇ ଆଜି କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର ସମନ୍ନୀତ କୋଇଲା ଖଣି ପରିଦର୍ଶନ କରିଥିଲେ ।ଏହି ଅବସରରେ ସିଏମ୍‌ଡ଼ି,ଜିଏମ୍ ଲଖନପୁର ଓ ଏମସିଏଲର ଅନ୍ୟାନ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।
ଓରିଏଣ୍ଟ: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଏମସିଏଲର ଲଖନପୁର କୋଇଲା ଖଣିଅଞ୍ଚଳ ପରିଦର୍ଶନ କରିବାସହିତ କୋଇଲା ଉତ୍ପାଦନ ନେଇ ଆଲୋଚନା କରିଥିଲେ - Orient News