Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଝାରସୁଗୁଡ଼ା କାଦୁଅ ଥିବା ସଂଜୀବନୀ ରାସ୍ତାରେ ବାଇକ ଆରୋହୀ ଖସିପଡ଼ି ଗୁରୁତ୍ତର ଭାବରେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି

Jharsuguda, Jharsuguda | Jul 26, 2024
ଝାରସୁଗୁଡ଼ା କାଦୁଅ ଥିବା ସଂଜୀବନୀ ରାସ୍ତାରେ ଶୁକ୍ରବାର ମଧ୍ୟାନ ୧ଟା ସମୟରେ ଜଣେ ବାଇକ ଆରୋହୀ ଖସିପଡ଼ି ଗୁରୁତ୍ତର ଭାବରେ ଆହତ ହୋଇ ଡ଼ାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଝାରସୁଗୁଡ଼ା ସଂଜୀବନୀ ରାସ୍ତା ବର୍ଷାରେ କାଦୁଅ ହୋଇଥିବାବେଳେ ଏହି ରସ୍ତାରେ ଯାଉଥିବା ଜଣେ ବାଇକ ଆରୋହୀ ଖସପଡ଼ି ଆହତ ହୋଇଥିବାବେଳେ ତାଙ୍କୁ ଡ଼ାକ୍ତର ଖାନାରେ ଭର୍ତ୍ତି କରିଥିବା ଜଣାପଡ଼ିଛି ।