Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଝାରସୁଗୁଡ଼ା ଗସ୍ତରୁ ଦିଲ୍ଲୀ ଫେରିବା ଝାରସୁଗୁଡ଼ା ବିମାନ ବନ୍ଦରରେ ମତ ରଖିଛନ୍ତି

Jharsuguda, Jharsuguda | Jul 28, 2024
ରବିବାର ସନ୍ଧ୍ୟା ୫ଟା ସମୟରେ କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ ଝାରସୁଗୁଡ଼ା ଗସ୍ତରେ ଆସି ଦିଲ୍ଲୀ ଫେରିଛନ୍ତି । ଏହି ଅବସରରେ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ତାଙ୍କର ପ୍ରତିକ୍ରିୟା ରଖି କହିଛନ୍ତି ଯେ ଏମସିଏଲ ଅଭିବୃଦ୍ଧି ଜାରି ରହିଛି । ଯେଉଁ ଲକ୍ଷ ଏମସିଏଲକୁ ଦିଆ ଯାଇଛି ତାହା ପୁରଣ କରିଛି ଏମସିଏଲ ବୋଲି କେନ୍ଦ୍ର କୋଇଲା ମନ୍ତ୍ରୀ ସତୀଶ ଚନ୍ଦ୍ର ଦୁବେ କହିଛନ୍ତି ।