ଶୁକ୍ରବାର ରାତି ଶାମେ ୯ଟା ସମୟରେ ଝାରସୁଗୁଡ଼ା ଜିଲ୍ଲାର ବେଲପାହାଡ଼ ବିଏମଏସ୍ ସ୍କୁଲ ଛାତ୍ର ମାନେ ରାଉରକେଲା ଜଲଦା ଠାରେ ଅନୁଷ୍ଠିତ ଭଲୁବଲ ଦଳ ଚାମ୍ପିଆନ ହୋଇ ରାତି ଟ୍ରେନରେ ଝାରସୁଗୁଡ଼ା ଫେରିଛି ସିଆଇଏସଇ ଓଡ଼ିଶା ରିଜନ ଭଲିବଲ ଟୁର୍ଣ୍ଣମାଣ୍ଟରେ ବେଲପାହାଡ଼ ଇଂଲିସ ମିଡ଼ିୟମର ଛାତ୍ର ଛାତ୍ରୀ ମାନେ ରାଉତକେଲାରୁ ହରାଇ ଚାମ୍ପିଆନ ହୋଇଛନ୍ତି । ଏହି ଭଲିବଲ ଚାମ୍ପିଆନ ମାନେ ଟ୍ରେନରେ ଯୋଗେ ଝାରସୁଗୁଡ଼ା ପହଞ୍ଚିବାପରେ ଖେଳାଳି ମାନଙ୍କୁସେଷ୍ଟସନରେ ସ୍ୱଗତ କରାଯାଇଥିଲା ।