Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Jharsuguda, Jharsuguda | Jul 27, 2024
ଶିନିବାର ମଧ୍ୟାନ ୧୨ଟା ସମୟରେ ଝାରସୁଗୁଡ଼ା ଜିଲ୍ଲାପାଇଁ ୟେଲୋ ୱାର୍ଣ୍ଣି ଜାରି କଲା ପାଣିପାଗ ବିଭିଗ । ଫଳରେ ଶନିବାର ଅପରାହ୍ନ ୫ଟା ସମୟରୁ ଝାରସୁଗୁଡ଼ା ବଡ଼ମାଲ,ସରବାହାଲ,କିସାନପଡ଼ା,ବେହେରାମାଲ ଆଦି ଅଞ୍ଚଳରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାପାଇଁ ୟେଲୋ ୱାଣ୍‌ିର୍ଙ୍ଗ ଜାରିକଲା ପାଣି ପାଗ ବିଭାଗ ଫଳରେ ସହରର ବିଭିନ୍ନ ସ୍ଥାନରେ ଅପରାହ୍ନରୁ ଝିପି ଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି ।