Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଆସନ୍ତା ୨୮ ତାରିଖରେ ହେବାକୁଥିବା ଏସୟୁଜେର ରାଜ୍ୟସ୍ତରୀୟ ସମାବେଶ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଲେ ରାଜ୍ୟ ସଭାପତି

Jharsuguda, Jharsuguda | Jul 26, 2024
ଆସନ୍ତା ୨୮ ତାରିଖରେ ହେବାକୁଥିବା ଏସୟୁଜେର ରାଜ୍ୟସ୍ତରୀୟ ସମାବେଶ ପାଇଁ ଶୁକ୍ରବାର ରାତି ଶାଢ଼େ ୭ଟା ସମୟରେ ଝାରସୁଗୁଡ଼ାରେ ପହଞ୍ଚିଲେ ରାଜ୍ୟ ସଭାପତି । ଆସନ୍ତା ୨୮ ତାରିଖରେ ରାଜ୍ୟ ସାମ୍ବାଦିକ ୟୁନିୟନ ଝାରସୁଗୁଡ଼ା ଶାଖା ପକ୍ଷରୁ ଝାରସୁଗୁଡ଼ାରେ ରାଜ୍ୟସ୍ତରୀୟ ସମାବେଶ ଆହ୍ୱାନ-୨୦୨୪ ହେବାକୁଥିବାରୁ । ଏସୟୁଜେର ରାଜ୍ୟ ସଭାପତି କୈଳାଶ ନାଏକ ଝାରସୁଗୁଡ଼ା ରେଳ ଷ୍ଟେସନରେ ପହଞ୍ଚିବାପରେ ତାଙ୍କୁ ସ୍ୱାଗତ କରୁଛନ୍ତି ଝାରସୁଗୁଡ଼ା ଶାଖାର କର୍ମକର୍ତ୍ତମାନେ ।
ଝାରସୁଗୁଡା: ଆସନ୍ତା ୨୮ ତାରିଖରେ ହେବାକୁଥିବା ଏସୟୁଜେର ରାଜ୍ୟସ୍ତରୀୟ ସମାବେଶ ପାଇଁ ଝାରସୁଗୁଡ଼ାରେ ପହଞ୍ଚିଲେ ରାଜ୍ୟ ସଭାପତି - Jharsuguda News