Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

Jharsuguda, Jharsuguda | Jul 28, 2024
ଝାରସୁଗୁଡ଼ା ଜିଲ୍ଲାକୁ ରବିବାର ଅପରାହ୍ନ୧ଟା ସମୟରେ ୟେଲୋ ୱାର୍ଣ୍ଣି ଜାରିକଲା ପାଣିପାଗ ବିଭାଗ । ଏନେଇ ରବିବାର ମଧ୍ୟାନରେ ଝାରସୁଗୁଡ଼ା ଜିଲ୍ଲାର କେତେକ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡ଼ା ଜିଲ୍ଲାକୁ ୟେଲୋ ୱାର୍ଣି ଜାରି କରାଯାଇଥିବାବେଳେ ରବିବାର ଅପରାହ୍ନରୁ ପଞ୍ଚପଡ଼ା, ଅମଲିପାଲି, ଶାନ୍ତିନଗର, ତାଲପଟିଆ ଅଞ୍ଚଳରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି ।
ଝାରସୁଗୁଡା: ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି - Jharsuguda News