Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଝାରସୁଗୁଡ଼ାର ସ୍ଵାସ୍ଥ୍ୟସେବା ନେଇ ବିଧାନସଭାରେ ପ୍ରଶ୍ନକଲେ ବିଧାୟକ ଟଙ୍କଧର ତ୍ରିପାଠୀ

Jharsuguda, Jharsuguda | Jul 25, 2024
ଗୁରୁବାର ଅପରାହ୍ନ ୪ଟା ସମୟରେ ଝାରସୁଗୁଡ଼ାର ସ୍ଵାସ୍ଥ୍ୟସେବା ନେଇ ବିଧାନସଭାରେ ପ୍ରଶ୍ନକଲେ ବିଧାୟକ ଟଙ୍କଧର ତ୍ରିପାଠୀ ।ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡ଼ାର ବିପର୍ଯ୍ୟସ୍ତ ସ୍ଥ୍ୟାସ୍ଥ୍ୟସେବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ପ୍ରଶ୍ନକଲେ । ସ୍ୱାସ୍ଥ୍ୟସେବା ନେଇ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଧାୟକ ଟଙ୍କଧର ତ୍ରିପାଠୀ ।
ଝାରସୁଗୁଡା: ଝାରସୁଗୁଡ଼ାର ସ୍ଵାସ୍ଥ୍ୟସେବା ନେଇ ବିଧାନସଭାରେ ପ୍ରଶ୍ନକଲେ ବିଧାୟକ ଟଙ୍କଧର ତ୍ରିପାଠୀ - Jharsuguda News