Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଲଛିପାଲି ଗାଁରେ ଟ୍ରାକ୍ଟରରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଡ୍ରାକ୍ଟର ଡ୍ରାଇଭରଙ୍କ ନବ ନବିବାହୀତା ସ୍ତ୍ରୀ ଏସପିଙ୍କ ଦ୍ୱାରସ୍ଥ

Jharsuguda, Jharsuguda | Jul 25, 2024
ଲଛିପାଲି ଗାଁରେ ଗତ ୧୯ ତାରିଖରେ ଚାଷକରୁଥିବା ଟ୍ରାକ୍ଟର ଡ୍ରାଇଭର ଟ୍ରାକ୍ଟରରେ ଚାପି ହୋଇ ମୃତ୍ୟୁ ବରଣ କରିଥିବା ଡ୍ରାକ୍ଟର ଡ୍ରାଇଭରଙ୍କ ନବ ନବିବାହୀତା ସ୍ତ୍ରୀ ଗୁରୁବାର ମଧ୍ୟାନ ୧ଟା ସମୟରେ ଏସପିଙ୍କ ଦ୍ୱାରସ୍ଥ । ଲଛିାପଲି ଏକ ଚାଷ ଜମିରେ ଟ୍ରାକ୍ଟରରେ ଚାଷ କରୁଥିବା ସମୟରେ ଟ୍ରାକ୍ଟର ଓଲଟି ପଡ଼ିବାରୁ ଡ୍ରାଇାଭର ଲୁକେଶ ଟ୍ରାକ୍ଟରରେ ଚାପି ହୋଇ ମୃତ୍ୟ୍ୟ ବରଣ କରିଥିଲେ । କ୍ଷତିପୂରଣ ଦାବିନେଇ ମୃତକ ଲୁକେଶଙ୍କ ସ୍ତ୍ରୀ ଝାରସୁଗୁଡ଼ା ଏସପିଙ୍କୁ ତାଙ୍କ କାର‌୍ୟ୍ୟାଳୟରେ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।