Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାସ୍ତରୀୟ ଫାଇଲେରିଆ ଔଷଧ ସେବନ ପ୍ରସ୍ତୁତି ବୈଠକ ଅନୁଷ୍ଟିତ

Jharsuguda, Jharsuguda | Jul 26, 2024
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଜିଲ୍ଲାସ୍ତରୀୟ ଫାଇଲେରିଆ ଔଷଧ ସେବନ ପ୍ରସ୍ତୁତି ବୈଠକ ଅନୁଷ୍ଟିତ । ଝାରସୁଗୁଡ଼ା ସିଡ଼ିଏମଓ ଡ଼ାକ୍ତର ଜୟକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଟିତ ଫାଇଲେରିଆ ନିରାକରଣ ଓ ମ୍ୟାଲେରିଆ ତଥା ଡେଙ୍ଗୁ ନରାକରଣ ବୈଠକ ଅନୁଷ୍ଟିତ । ଏଥିରେ ଫାଇଲେରିଆ ଔଷଧ ସେବାକ କାର୍ଯ୍ୟକ୍ରମର ପ୍ରସ୍ତୁିତି ବୈଠକ ଅନୁଷ୍ଟିତ ହୋଇଯାଇଛି । ସଭାରେ ଡ଼ା.ରାଧାରମଣ ବିର୍ତ୍ତିଆ,ବିରାଟରାଜା ପ୍ରଧାନ, ଦେବଜାନି ଭଏଁଷାଲ ସମେତ ବିଭିନ୍ନ ବ୍ଲକରୁ ଆସିଥିବା ସ୍ୱାସ୍ଥ୍ୟକର୍ମୀମାନେ ଉପସ୍ଥିତ ରହିଥିଲେ ।