Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଶନିବାର ମଧ୍ୟାନ ୨ଟା ସମୟରେ ହୋଟେଲ ମେ ଫେୟାର ପରିଦର୍ଶନ କଲେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି କୈଳାଶ ନାଏକ

Jharsuguda, Jharsuguda | Jul 27, 2024
ଶନିବାର ମଧ୍ୟାନ ୨ଟା ସମୟରେ ହୋଟେଲ ମେ ଫେୟାର ପରିଦର୍ଶନ କଲେ ରାଜ୍ୟ ସାମ୍ବାଦିକ ସଂଘର ସଭାପତି କୈଳାଶ ନାଏକ । ଆସନ୍ତା ୨୮ ତାରିଖରେ ହେବାକୁଥିବା ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ପାଇଁ ମଂଚ ସହିତ ଅନ୍ୟାନ କାର୍ଯ୍ୟର ତଦାରଖ କରିଛନ୍ତି । ଏହି ଅବସରରେ ଜିଲ୍ଲା ସାମ୍ବାଦିକ ସଂଘର କର୍ମକର୍ତ୍ତମାନେ ଉପସ୍ଥିତ ରହିଥିଲେ । ଏହି ସମାବେଶରେ ରାଜ୍ୟର ୪ ଶହ ଜଣ ସାମ୍ବାଦିକ ଯୋଗ ଦେବେ ।