Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଓରିଏଣ୍ଟ: ପଣ୍ଡରୀ ହାଇସ୍କୁଲ ଠାରେ ଆସନ୍ତା ୨୭ ତାରିଖରେ ଉଚ୍ଚ ମାଧ୍ୟମିକ ଯୁକ୍ତ ଦୁଇ ସ୍କୁଲ ଉଦଘାଟନ ହେବା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Orient, Jharsuguda | Jul 26, 2024
ଶୁକ୍ରବାର ସଂନ୍ଧ୍ୟା ୭ଟା ସମୟରେ ପଣ୍ଡରୀ ହାଇସ୍କୁଲ ଠାରେ ଆସନ୍ତା ୨୭ ତାରିଖରେ ହାଏର ସେକେଣ୍ଡଡାରୀ ଯୁକ୍ତ ୨ ସ୍କୁଲ ଉଦଘାଟ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ପଣ୍ଡରୀ ହାଇସ୍କୁଲରେ ଯୁକ୍ତ ଦୁଇ କଳା ପାଇଁ ହାଏର ସେକେଣ୍ଡାରୀ ସ୍କୁଲର ଉଦଘାଟନ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କରିବାର କାର୍ଯ୍ୟକ୍ରମ ରହିଛି । ଏନେଇ ପଣ୍ଡରୀ ହାଇସ୍କୁଲ ଠାରେ ଶୁକ୍ରବାର ସଂନ୍ଧ୍ୟାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ । ଏହି ବୈଠକରେ ପଣ୍ଡରୀ ଗ୍ରାମର ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।