Public App Logo
Jansamasya
News
���ुलिस
Maharashtra
Bjp
National
Police
Bihar
India
Congress
Delhi
Viral
Jharkhand
���मित_शाह
���िल्ली
Breakingnews
Narendramodi
Nitishkumar
Madhya_pradesh
Pmmodi
Ipl
Rahulgandhi
Haryana
Uttarpradesh
Cricket
Crimenews
Aap
Bareilly
���चिन
Morena
No video available

ଝାରସୁଗୁଡା: ଝାରସୁଚୁଡ଼ା ହଟେଲ ମେ ଫେୟାର ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଉଦଘାଟିତ

Jharsuguda, Jharsuguda | Jul 28, 2024
ରବିବାର ସକାଳ ଶାଢ଼େ ୧୦ଟା ସମୟରେ ଝାରସୁଚୁଡ଼ା ହଟେଲ ମେ ଫେୟାର ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଉଦଘାଟିତ । ଉଦଘାଟ ଉତ୍ସବର ପ୍ରଥମ ଅଧିବେଶନରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ଆଇଆଇଏମ୍ ପ୍ରଫେସର ସୁଜିତ ପୁରସେଠ ସମେତ , ନିରଞ୍ଜନ ଦାଶ, ଅଜୟ ପାଣ୍ଡେ ଉପସ୍ଥିତ ରହିଥିବାବେଳେ SUJ ର ରାଜ୍ଯ ସଭାପତି କୈଳାଶ ନାଏକ, ପ୍ରଶାନ୍ତ ପାଢୀ,ସନ୍ତୋଷ ମିଶ୍ର,ମେହେବୁବ ମେହେତାବ, ସୁବାସ ପ୍ରଧାନ, ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
ଝାରସୁଗୁଡା: ଝାରସୁଚୁଡ଼ା ହଟେଲ ମେ ଫେୟାର ଠାରେ ରାଜ୍ୟସ୍ତରୀୟ ସାମ୍ବାଦିକ ସମାବେଶ ଉଦଘାଟିତ - Jharsuguda News