ଶାଳପଡ଼ା ବାଇପାସ୍ ରେ ଉଦଘାଟିତ ହେଲା ସୋନାଲିକାର ନୂତନ ସୋରୁମ,ଲଞ୍ଚ ହେଲା ଅତ୍ଯାଧୁନିକ ଟ୍ରାକ୍ଟର,କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ୨୦ ନମ୍ବର ଜାତୀୟ ରାଜପଥ ଶାଳପଡ଼ା ବାଇପାସ୍ ନିକଟରେ ସୋନାଲିକା ଟ୍ରାକ୍ଟର ର ନୂତନ ସୋରୁମ ଉଦଘାଟିତ ହୋଇଛି।
#SonalikaTractor #sonalikatractorshowroom #anandapur
#salapada #ghasipura #kendujhar #Odisha #NH20
Anandapur, Kendujhar | Oct 17, 2026