ଆସନ୍ତା କାଲି ଅନୁଷ୍ଠିତ ହେବ ମହାବିଦ୍ୟାଳୟ ଗୁଡିକରେ ନିର୍ବାଚନ। ଆଜି why i stand for କାର୍ଯ୍ୟକ୍ରମରେ ପ୍ରାର୍ଥୀ ମାନେ ନିଜର ବକ୍ତବ୍ୟ ରଖିଛନ୍ତି। ଦୀର୍ଘ ୮ ବର୍ଷ ପରେ କଲେଜ ରେ ନିର୍ବାଚନ ହେଉଥିବା ବେଳେ ଉତ୍ସାହିତ ଅଛନ୍ତି ଛାତ୍ରଛାତ୍ରୀ। କଲେଜ ର ବିଭିନ୍ନ ସମସ୍ୟା କୁ କେନ୍ଦ୍ରକରି ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀ ମାନେ ପ୍ରକାଶ କରିଛନ୍ତି। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ରେକୁଟିଆ କୁଶଳେଶ୍ୱର ଆଞ୍ଚଳିକ ମହାବିଦ୍ୟାଳୟ ରେ ୬ ଟି ପଦବୀ ନିମନ୍ତେ ୧୨ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି।
#CollegeElection #Bijuchatrajantadal #ghasipura #kendujhar
#Odisha #KushaleswarAnchalikMahavidyalayaRekutia
Anandapur, Kendujhar | Oct 14, 2026