Public App Logo
Profile Picture

Fast News

@pradeepparija92
53369Followers
4Following
ଚୌଦ୍ବାର: ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ନୀଳକଣ୍ଠେଶ୍ବର ମନ୍ଦିର ନିକଟସ୍ଥ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର
ସାଲେପୁର: ଓଡ଼ାସିଂ ପଞ୍ଚାୟତର ଧନୁପଡ଼ା ଗ୍ରାମରେ ଅଗ୍ନିକାଣ୍ଡ ଘଟି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ
ସାଲେପୁର: ଜମାଲ ପୁର ଗ୍ରାମରେ ବାପ ମାଡ଼ରେ ବିବାହିତ ଝିଅ ଗୁରୁତର ଘଟଣାରେ ଅଭିଯୋଗ କୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଲେ ବାପା
ସାଲେପୁର: ସାଲେପୁର ନିର୍ବାଚନ ମଣ୍ଡଳୀର ପିକୋଳ ପଞ୍ଚାୟତରେ  କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
ଚୌଦ୍ବାର: କଟକ ଏସସିବି ମେଡିକାଲରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ୍ଡ୍ କଲା ମଙ୍ଗଜାବାଗ ଥାନା ପୋଲିସ
କଟକ ସଦର: କଟକ ସଦର ୬ନଂ ଜୋନ  ବରାଳ ଗ୍ରାମରେ ଶ୍ରୀ ଲକ୍ଷ୍ମନାରାୟଣ ଓ ରାଧକୃଷ୍ଣଙ୍କ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ
କଟକ ସଦର: ଉରାଳି ପଞ୍ଚାୟତର ଜରିପଡା ଗ୍ରାମରେ ବିଜେପିର ବୁଥସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ
ଚୌଦ୍ବାର: କଟକ ମହାନଗର ନିଗମର ୫୨ ଓ ୫୩ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ସିଏମସି କମିଶନର ବିଜୟ କୁମାର ଦାସ
ସାଲେପୁର: ସାଲେପୁର ନିର୍ବାଚନ ମଣ୍ଡଳୀର ମିର୍ଜାପୁର ପଞ୍ଚାୟତ ରେକଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
ଚୌଦ୍ବାର: କଟକ ଖାନନଗର ଅଞ୍ଚଳ ର ଶ୍ରୀ ଅସିତ  ସାମନ୍ତରାୟ ଭାରତୀୟ ସେନା ରେ ନିଯୁକ୍ତି ପାଇଥିବା ରୁ ସମ୍ବର୍ଦ୍ଧିତ କଲେ ବିଧାୟକ
ଚୌଦ୍ବାର: ଜମାଲପୁର ଗ୍ରାମର କେନ୍ଦ୍ରାପଡା କେନାଲ ପାଖରୁ ରକ୍ତାକ୍ତ ଅବସ୍ଥାରେ ମହିଳା ଉଦ୍ଧାର
କଟକ ସଦର: କଟକସଦର ବାଲିକୁଦା ଗ୍ରାମର ମା ବାଲି ମଙ୍ଗଳା ମନ୍ଦିର ଉଦଘାଟନ ଉତ୍ସବରେ ଯୋଗଦେଲେ ବିଜେପି ସାଂସଦ ପ୍ରାର୍ଥୀ ଶ୍ରୀ ଭର୍ତୁହରି ମହତାବ
ସାଲେପୁର: ସାଲେପୁର ବାଲିଆ ନିକଟରୁ ପୋଲିସ ଚଢ଼ାଉ କରି ମଦ ଜବତ କରିବା ସହ ଦୁଇ ଜଣ  ଗିରଫ।
ଚୌଦ୍ବାର: ଟାଙ୍ଗି କପିଳାସ ରୋଡ ରେଲୱେ ୫ ନମ୍ବର ଟ୍ରାକରେ ଯୁବକଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର
କଟକ ସଦର: ମାଣପୁର ପଞ୍ଚାୟତରେ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ
କଟକ ସଦର: କନ୍ଦରପୁର ଠାରେ ବିଜେପି ର  କାର୍ଯ୍ୟକର୍ତା ସମ୍ମିଳନୀ ଯୋଗ ଦେଇ ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ କଟକ ବିଜେପି ସାଂସଦ ପ୍ରାର୍ଥି
ଚୌଦ୍ବାର: କଟକ ଓସିଏ କ୍ଲବ କମ୍ପ୍ଲେକ୍ସ ଠାରେ କ୍ରୀଡା ସଙ୍ଗଠନ ସମୂହ ଓ ଯାଦବ ସମାଜ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମ ଯୋଗଦେଲେ ବିଧାୟକ ଓ ସାଂସଦ ପ୍ରାର୍ଥୀ
ସାଲେପୁର: ସାଲେପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
କଟକ ସଦର: କଟକସଦରର ୫ ନମ୍ବର ଯୋନ କନ୍ଦରପୁର ଠାରେ ବିଜେପି ର ବୁଥ୍ ସ୍ତରୀୟ କାର୍ଯ୍ୟକର୍ତା ସମ୍ମିଳନୀ ସହ ମିଶ୍ରଣ ପର୍ବ ଅନୁଷ୍ଠିତ
ଚୌଦ୍ବାର: କଟକ ରେ ସିଡିଏ ର ୱିଣ୍ଡସୋର୍ ପ୍ୟାଲେସରେ ବିଜେଡି ଆଇନଜୀବୀ ସାମୁଖ୍ୟର  ବିଶାଳ ସମାବେଶ  ଆୟୋଜିତ
ସାଲେପୁର: ଜୟପୁର ଗ୍ରାମର ହନୁମାନ ମନ୍ଦିର ଠାରେ ଅନୁଷ୍ଠିତ ରାମଚରିତ ମାନସ ପାଠ ଉତ୍ସବରେ ଯୋଗ ଦେଲେ ବିଧାୟକ
ଚୌଦ୍ବାର: କଟକରେ ଏସ ସି ବି ତେ ଅଂଶୁଘାତରେ ଜଣେ ଛାଟ୍ରି ଙ୍କ ମୃତ୍ୟୁ
କଟକ ସଦର: କଟକ ଚାନ୍ଦୁଲି ଗ୍ରାମର ଠାକୁର ସାହିରେ ଅନୁଷ୍ଠିତ ରାମଲୀଳାରେ  ଯୋଗଦାନ କରିଲେ  କଟକ ସଦର ବିଯେପି ପାର୍ଟି
କଟକ ସଦର: ବିଜେପିରୁ ଇସ୍ତଫା ଦେଲେକଟକ ସଦର ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥାପୂର୍ବତନ ରାଜ୍ୟ ସମ୍ପାଦକ  ସତ୍ୟ ଜେନା।
ସାଲେପୁର: ଶିଶୁଆ  ସ୍ଥିତ ଦଳୀୟ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ