ଚୌଦ୍ବାର: କଟକ ଏସସିବି ମେଡିକାଲରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ୍ଡ୍ କଲା ମଙ୍ଗଜାବାଗ ଥାନା ପୋଲିସ
କଟକ ଏସସିବି ମେଡିକାଲରୁ ୪ ଜଣ ଦଲାଲଙ୍କୁ ଗିରଫ କରି କୋର୍ଟଚାଲାଣ୍ଡ୍ କଲା ମଙ୍ଗଜାବାଗ ଥାନା ପୋଲିସ ।ଏସସିବି ମେଡିକାଲରେ ରୋଗୀଙ୍କ ସମ୍ପର୍କୀୟଙ୍କୁ ବ୍ଲାକ ରେ ବ୍ଲଡ ଯୋଗେଇ ଦେବା ପାଇଁ ଡିଲ କରୁଥିଲେ ଏହି ଦଲାଲ । ଖବର ପାଇ ମଙ୍ଗଳାବାଗ ଥାନା ପୋଲିସ ଚଢ଼ାଉ କରି ଏହି ୪ ଜଣ ଦଲାଲଙ୍କୁ ଗିରଫ କରିବା ସହ ମଙ୍ଗଳ ବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇ ଥିବା ନେଇ ଥାନା ଅଧୀକରୀ ସୂଚନା ଦେଇଛନ୍ତି।