ଚୌଦ୍ବାର: କଟକ ମହାନଗର ନିଗମର ୫୨ ଓ ୫୩ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ସିଏମସି କମିଶନର ବିଜୟ କୁମାର ଦାସ
କଟକ ମହାନଗର ନିଗମର ୫୨ ଓ ୫୩ ନମ୍ବର ୱାର୍ଡର ବିଭିନ୍ନ ଅଞ୍ଚଳକୁ ଆଜି କଟକ ମହାନଗର ନିଗମ କମିଶନର ବିଜୟ କୁମାର ଦାସ ପରିଦର୍ଶନ କରିଛନ୍ତି। ଖାସ କରି ପରିମଳ ବ୍ୟବସ୍ଥାର ସମୀକ୍ଷା କରିବା ସହ ଡ୍ରେନେଜ ସମସ୍ୟାର ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ସ୍ଥାନୀୟ କର୍ପୋରେଟରଙ୍କ ସମେତ ସିଏମସିର ବିଭାଗୀୟ ଅଧିକାରୀ ଓ ୱାର୍ଡ଼ ବାସିନ୍ଦା ଉପସ୍ଥିତ ଥିଲେ।