ବିଜେପିରୁ ଇସ୍ତଫା ଦେଲେ କଟକ ସଦର ର ପୂର୍ବତନ ବ୍ଲକ ଅଧ୍ୟକ୍ଷତଥା ପୁର୍ବତନ ବିଜେପି ରାଜ୍ୟ ସମ୍ପାଦକ ସତ୍ୟ ଜେନା।ବିଜେପି ରାଜ୍ୟ କାର୍ଯ୍ୟକାରି ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ସତ୍ୟ ଜେନା। ଆଜି ଶନିବାର ରାତି ନଅ ଘଟିକା ସମୟରେ ସମୟରେ ବିଜେପି ରାଜ୍ୟ ସଭାପତିଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ତେବ ସେ ଖୁବ ଶୀଘ୍ର ବିଜେଡ଼ି ରେ ଯୋଗ ଦେବେ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି।