ଚୌଦ୍ବାର: କଟକରେ ଏସ ସି ବି ତେ ଅଂଶୁଘାତରେ ଜଣେ ଛାଟ୍ରି ଙ୍କ ମୃତ୍ୟୁ
କଟକରେ ଶନିବାର ସନ୍ଧ୍ୟାରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ଘଟିଛି ।ଅଂଶୁଘାତରେ ଚାଲିଗଲା ଜଣେ ୨୧ ବର୍ଷୀୟ ଛାତ୍ରୀଙ୍କ ଜୀବନ। କଟକ ସିଟି କଲେଜ ଛାତ୍ରୀ ଭୁବନେଶ୍ଵରୀ ଦାସଙ୍କ ହୋଇଛି ମୃତ୍ୟୁ। କଟକ କାଜିଡିହ ଅଞ୍ଚଳ ବାସିନ୍ଦା ଥିଲେ ଭୁବନେଶ୍ଵରୀ ଦାସ। ଅଂଶୁଘାତ ହେବା ପରେ ତାଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠି ତାଙ୍କର ମୃତ୍ୟୁ ଘଟିଛି।