ସାଲେପୁର: ଜମାଲ ପୁର ଗ୍ରାମରେ ବାପ ମାଡ଼ରେ ବିବାହିତ ଝିଅ ଗୁରୁତର ଘଟଣାରେ ଅଭିଯୋଗ କୁ ଖଣ୍ଡନ କରି ପ୍ରତିକ୍ରିୟା ରଖିଲେ ବାପା
ବାପ ମାଡ଼ରେ ବିବାହିତ ଝିଅ ଗୁରୁତର। କଟକ ଜିଲ୍ଲା ସାଲେପୁର ବ୍ଲକ ଅନ୍ତର୍ଗତ ବହୁଗ୍ରାମ ପଞ୍ଚାୟତ ଅଧିନସ୍ତ ଜମାଲପୁର ଗ୍ରାମରେ ଗୌରବ କୁମାର ସିହ୍ନା ନାମକ ବ୍ୟକ୍ତିଙ୍କ ବିବାହିତ ଝିଅ ଗାୟତ୍ରୀ ଜେନାଙ୍କୁ ଗୁରୁତର ରକ୍ତାକ୍ତ ଅବସ୍ଥାରେ କେନ୍ଦ୍ରାପଡା କେନାଲ ପାଖରୁ ସ୍ଥାନୀୟ ଲୋକ ଉଦ୍ଧାର କରି ସାଲେପୁର ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥଲେ। ତାଙ୍କ ବାପା ଏଭକ କରଥିବା ଅଭିଯୋଗ କରି ଥିଲେ। ଯାହାକୁ ଖଣ୍ଡନ କରି ମଙ୍ଗଳବାର ଅପରାହ୍ନ ରେ ପ୍ରତିକ୍ରିୟା ରଖିଲେ ପିତା ଗୌରବ ସିହ୍ନା।