କଟକ ସଦର: କଟକ ସଦର ୬ନଂ ଜୋନ ବରାଳ ଗ୍ରାମରେ ଶ୍ରୀ ଲକ୍ଷ୍ମନାରାୟଣ ଓ ରାଧକୃଷ୍ଣଙ୍କ ମନ୍ଦିର ବାର୍ଷିକ ଉତ୍ସବରେ ଯୋଗଦେଲେ ସାଂସଦ ଓ ବିଧାୟକ ପ୍ରାର୍ଥୀ
କଟକ ସଦର ୬ନଂ ଜୋନ ଅନ୍ତର୍ଗତ କୂଳସରିଚୁଆଁ ପଞ୍ଚାୟତର ବରାଳ ଗ୍ରାମରେ ଶ୍ରୀ ଲକ୍ଷ୍ମନାରାୟଣ ଓ ରାଧକୃଷ୍ଣଙ୍କ ମନ୍ଦିର ବାର୍ଷିକ ଉତ୍ସବରେ ମଙ୍ଗବାର ରାତି ଆଠ ଘଟିକା ସମୟରେ ଯୋଗଦେଇ ପ୍ରଭୁ କୃପା ଲାଭ କରିଥିଲେ ବିଜେପି ର କଟକ ସାଂସଦ ପ୍ରାର୍ଥୀ ଭର୍ତ୍ତୁହରି ମହତାବ ଓ ବିଜେପି ବିଧାୟକ ପ୍ରାର୍ଥି ପ୍ରକାଶ ସେଠି । ଏହି ଅବସରରେ ମନ୍ଦୀର ପରିଚାଳନା କମିଟି ସଦସ୍ୟ ଙ୍କ ସହ ଆଲୋଚନା କରିଥିଲେ। ଏବଂ ସମସ୍ତଙ୍କ ମଙ୍ଗଳ କାମନା କରିଥିଲେ।