ସାଲେପୁର: ସାଲେପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ
ସାଲେପୁର ସ୍ଥିତ ଦଳୀୟ କାର୍ଯ୍ୟାଳୟରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ରବିବାର ସଂଧ୍ୟାରେ ଅନୁଷ୍ଠିତ ହୋଇଛି। ସାଲେପୁର ନିର୍ବାଚନ ମଣ୍ଡଳୀର ସୌରୀ ପଞ୍ଚାୟତ ର ବିଜେପି ଓ ବିଜେଡି କର୍ମୀ ମାନେ କଂଗ୍ରେସ ବିଧେୟକ ପ୍ରାର୍ଥୀ ଇଞ୍ଜିନିୟର ଆକ୍ୟୁଵ୍ ଖାଁ ଉପରେ ଭରସା କରି କଂଗ୍ରେସ ଦଳର ଯୋଗ ଦେଇଛନ୍ତି। ସମସ୍ତଙ୍କୁ ସ୍ବାଗତ କରିବା ସହ କଂଗ୍ରେସ ଦଳକୁ ଆହୁରି ସୁଦୃଢ କରିବା ପାଇଁ କାର୍ଯ୍ୟ କରିବାକୁ ଆହ୍ବାନ ଦେଇଥିଲେ।