କଟକ ଜିଲ୍ଲା ଟାଙ୍ଗୀ ବ୍ଲକ ର ଶାଳଗାଁ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଜୟପୁର ଗ୍ରାମର ହନୁମାନ ମନ୍ଦିର ରେ ଅନୁଷ୍ଠିତ ରାମଚରିତ ମାନସ ପାଠ ଉତ୍ସବରେ ଆଜି ରବିବାର ମଧ୍ୟାହ୍ନ ସମୟରେ ବିଧାୟକ ଶ୍ରୀଯୁକ୍ତ ପ୍ରଶାନ୍ତ ବେହେରା ଯୋଗଦାନ କରିଥିଲ। ଏହି ଅବସରରେ ଆର୍ଶୀବାଦ ଲାଭ କରି ବା ସହ ତାଙ୍କ ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣଙ୍କ ମଙ୍ଗଳ କାମନା କରିଥିଲେ।