କଟକ ସଦର: କଟକ ଚାନ୍ଦୁଲି ଗ୍ରାମର ଠାକୁର ସାହିରେ ଅନୁଷ୍ଠିତ ରାମଲୀଳାରେ ଯୋଗଦାନ କରିଲେ କଟକ ସଦର ବିଯେପି ପାର୍ଟି
କଟକ ସଦର ୬ନଂ ଜୋନ କୂଳସରିଚୁଆଁ ପଞ୍ଚାୟତର ଚାନ୍ଦୁଲିpartjiî ଗ୍ରାମର ଠାକୁର ସାହିରେ ଅନୁଷ୍ଠିତ ରାମଲୀଳା ରେ ଭଜରେ ଶନିବାର ରାତି ଆଠ ଘଟିକାରେ ଯୋଗଦାନ କରିଲେ ବିଧାୟକ ପାର୍ଥ ପ୍ରକାଶ ସେଠୀ । ଏହି ଅବସରରେ ଆର୍ଶୀବାଦ ଗ୍ରହଣ କରି। ସମସ୍ତଙ୍କୁ ଶୁଭେଚ୍ଛା ଜଣାଇ ଥିଲେ।