ଚୌଦ୍ବାର: କଟକ ଖାନନଗର ଅଞ୍ଚଳ ର ଶ୍ରୀ ଅସିତ ସାମନ୍ତରାୟ ଭାରତୀୟ ସେନା ରେ ନିଯୁକ୍ତି ପାଇଥିବା ରୁ ସମ୍ବର୍ଦ୍ଧିତ କଲେ ବିଧାୟକ
କଟକ ଖାନନଗର ଅଞ୍ଚଳ ର ଶ୍ରୀ ଅସିତ ସାମନ୍ତରାୟ ଭାରତୀୟ ସେନା ରେ ନିଯୁକ୍ତି ପାଇଥିବା ସମ୍ବାଦ ପାଇ ସୋମାବର ଅପରାହ୍ନରେ ତାଙ୍କୁ ଭେଟିବା ସହ ସମ୍ବର୍ଦ୍ଧିତ କରିଥିଲେ ବିଧାୟକ। ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓ ମା କଟକ ଚଣ୍ଡୀ ଙ୍କ ନିକଟରେ ରେ ତାଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।