Public App Logo
Profile Picture

Cuttack News

@cuttacknews123
60214Followers
0Following
କଟକ ପୌରାଞ୍ଚଳ: ସୁଭଦ୍ରା ଯୋଜନା ରେ ଆବେଦନ ପତ୍ର ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ, ବାଲିଯାତ୍ରା ପଡ଼ିଆ ରେ ଜିଲ୍ଲାପାଳ ଙ୍କ ସୂଚନା
କଟକ ପୌରାଞ୍ଚଳ: ନଭେମ୍ବର ୧୫ ରୁ ଐତିହାସିକ କଟକ ବାଲିଯାତ୍ରା,  କଟକ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏ ନେଇ ସୂଚନା ଦେଇଛନ୍ତି।
କଟକ ପୌରାଞ୍ଚଳ: କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ, ଯୋଗଦେଲେ ଚାନ୍ଦବାଲି ବିଧାୟକ
କଟକ ପୌରାଞ୍ଚଳ: ଦର୍ଶନପୁର ଛକ ନିକଟରେ କାର ସହିତ ଅଟୋର ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର
କଟକ ପୌରାଞ୍ଚଳ: କଟକ କେନ୍ଦ୍ରାପଡ଼ା କେନାଲ ର ଜଗତପୁର ନିକଟରେ ଆଠଗଡ ଅଞ୍ଚଳର ଜଣେ ଯୁବକର ମୃତ ଦେହ ଉଦ୍ଧାର
କଟକ ପୌରାଞ୍ଚଳ: ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ ପାଇଁ ଜନସେବା କେନ୍ଦ୍ରରେ ବେଆଇନ ଭାବେ ଫର୍ମ ବିକ୍ରି , ସିଏମସି ଦ୍ଵାରା  ଅଭିଯୋଗ
କଟକ ପୌରାଞ୍ଚଳ: ନାବାଳିକା ଝିଅକୁ ବଳାତ୍କାର ଅଭିଯାଗରେ ସିଆରଆରଆଇ ଥାନା ପୁଲିସ ଦ୍ଵାରା ଅଭିଯୁକ୍ତ ଗିରଫ, ଅତିରିକ୍ତ ଡିସିପି ଙ୍କ ସୂଚନା
କଟକ ପୌରାଞ୍ଚଳ: କଟକ ରେ ରହିବ ଅବକାରୀ କମିଶନର କାର୍ଯ୍ୟାଳୟ, କମିଶନର ନରସିଂହ ଭୋଳ ଙ୍କ ସହ ଆଲୋଚନା ପରେ ସୋଫିଆ ଙ୍କ ସୂଚନା
କଟକ ପୌରାଞ୍ଚଳ: ଏସସିବି ମେଡିକାଲ ଗସ୍ତ କରି ଚାଲିଥିବା ସମ୍ପ୍ରସାରଣ କାର୍ଯ୍ୟର ସମୀକ୍ଷା କଲେ ଜିଲ୍ଲାପାଳ
କଟକ ପୌରାଞ୍ଚଳ: ନିଆଳି ପଂଚାୟତ ସମିତି ସମ୍ମିଳନୀ କକ୍ଷଠାରେ ଜିଲ୍ଲାପାଳ ଙ୍କ ଜନ ଅଭିଯୋଗ ଶୁଣାଣୀ
କଟକ ପୌରାଞ୍ଚଳ: ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖ ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କଟକ ପୌରାଞ୍ଚଳ: ନ୍ୟାୟ ଦାବି ରେ ବକ୍ସି ବଜାର ସ୍ଥିତ ପୋଲିସ ଡିଜି ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ଓ ଧାରଣା
କଟକ ପୌରାଞ୍ଚଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟକୁ ନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟରେ ଛାତ୍ର ବିଜେଡ଼ି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ
କଟକ ପୌରାଞ୍ଚଳ: କେନ୍ଦ୍ର ମନ୍ତ୍ରୀ ଙ୍କ ମନ୍ତବ୍ୟ କୁ ନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପୁରାତନ ଓ ଏବେର ଛାତ୍ର ଛାତ୍ରୀ ଙ୍କ ପ୍ରତିବାଦ ଓ ବିକ୍ଷୋଭ
କଟକ ସଦର: କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ; ଦୁର୍ଗାପୂଜାରେ ଡିଜେ ବ୍ୟାନ ନେଇ ପୋଲିସ କମିଶନରଙ୍କ ସୂଚନା
କଟକ ପୌରାଞ୍ଚଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ କଟକ ଗସ୍ତ , ବକ୍ସି ବଜାର ରେ ଗୋପବନ୍ଧୁଙ୍କ ଜଣାଇଲେ ଶ୍ରଦ୍ଧାଞ୍ଜଳୀ
କଟକ ପୌରାଞ୍ଚଳ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଦିନିକିଆ କଟକ ଗସ୍ତ, ମା' କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ କଲେ ଦର୍ଶନ
କଟକ ପୌରାଞ୍ଚଳ: ରେଭେନ୍ସା ବାଳିକା ବିଦ୍ୟାଳୟ ପରିଦର୍ଶନ କରିବା ସହ ଉନ୍ନତିକରଣ ନିମନ୍ତେ ଆଲୋଚନା କଲେ କେନ୍ଦ୍ରମନ୍ତ୍ରୀ ଓ ସାଂସଦ
କଟକ ପୌରାଞ୍ଚଳ: ଠକେଇ ଅଭିଯୋଗରେ କ୍ୟାଣ୍ଟନ ମେଣ୍ଟ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତ ଗିରଫ
କଟକ ପୌରାଞ୍ଚଳ: ଓଡ଼ିଆ ବଜାର ଠାରେ ନେତାଜୀ ସ୍ମାରକୀ ପ୍ରତିଷ୍ଠାନ ଉଦଘାଟନୀ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
କଟକ ପୌରାଞ୍ଚଳ: ଜିଲ୍ଲାରେ ଆରମ୍ଭ ହେଲା ସୁଭଦ୍ରା ଯୋଜନା, ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ
କଟକ ପୌରାଞ୍ଚଳ: ସ୍ୱାୟତ୍ତ ଶାସନ ଦିବସ ଅବସର ରେ କଟକ ମହାନଗର ନିଗମ ପକ୍ଷରୁ ଟାଉନ୍ ହଲ୍ ଠାରେ ରକ୍ତଦାନ ଶିବିର ରେ ଯୋଗ ଦେଲେ ମେୟର
କଟକ ପୌରାଞ୍ଚଳ: କଟକରେ ଅବକାରୀ ନିର୍ଦ୍ଦେଶାଳୟ ସ୍ଥାନାନ୍ତର କୁ ନେଇ ବିଧାନସଭା ରେ ବିରୋଧ କଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ
କଟକ ପୌରାଞ୍ଚଳ: ଓଡ଼ିଶା ହାଇକୋର୍ଟ ରେ ଇ ଏଚ ସି ଆର ପୋର୍ଟାଲ ଉଦ୍ଘାଟନ କଲେ ମୁଖ୍ୟ ବିଚାରପତି
କଟକ ପୌରାଞ୍ଚଳ: ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଚାନ୍ଦିନୀଚୌକ ସ୍ଥିତ କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ