Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

କଟକ ପୌରାଞ୍ଚଳ: ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଚାନ୍ଦିନୀଚୌକ ସ୍ଥିତ କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ

କଟକ ଜିଲ୍ଲାରେ ସୁଭଦ୍ରା ଯୋଜନା କାର୍ଯ୍ୟକାରି ହେବ। ଏନେଇ ଚାନ୍ଦିନୀ ଚୌକ ସ୍ଥିତ୍ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ଶୁକ୍ରବାର ଅପରାହ୍ନ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏଥରେ ସୁଭଦ୍ରା ଯୋଜନା ର ର କାର୍ଯ୍ୟାନ୍ୱୟନ ନେଇ ବିସ୍ତୃତ ସୂଚନା ଦେଉଛନ୍ତି କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ। ଆସନ୍ତା କାଲି ପ୍ରତି ପଞ୍ଚାୟତ ରେ ଆବେଦନ ପ୍ରକ୍ରିୟା ଓ ଆବେଦନ ପତ୍ର ମିଳିବ । ତେଣୁ ଆଧାର କାର୍ଡ ସହ ହିତାଧିକାରୀ ଆବେଦନ କରିପାରିବେ । ଯଦି କିଛି ସମସ୍ୟା ଥାଏ ତାହେଲେ ସମାଧାନ କରାଯିବ ବୋଲି ସେ ସୂଚନା ଦେଇଥିଲେ ।
କଟକ ପୌରାଞ୍ଚଳ: ଜିଲ୍ଲାରେ ସୁଭଦ୍ରା ଯୋଜନାର କାର୍ଯ୍ୟାନ୍ୱୟନ ନେଇ ଚାନ୍ଦିନୀଚୌକ ସ୍ଥିତ କାର୍ଯ୍ୟାଳୟରେ ସୂଚନା ଦେଲେ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ - Cuttack M Corp PS News