Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
No video available

କଟକ ପୌରାଞ୍ଚଳ: କଟକରେ ଅବକାରୀ ନିର୍ଦ୍ଦେଶାଳୟ ସ୍ଥାନାନ୍ତର କୁ ନେଇ ବିଧାନସଭା ରେ ବିରୋଧ କଲେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ

କଟକ ରୁ ଅବକାରୀ ନିର୍ଦ୍ଦେଶାଳୟ ସ୍ଥାନାନ୍ତର କରିବା ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ଏହାକୁ ନେଇ ଶୁକ୍ରବାର ଅପରାହ୍ନ ରେ ବିଧାନ ସଭାରେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ ବିରୋଧ କରିଥିଲେ । କଟକ କୁ ଶ୍ରୀହୀନ କରିବାକୁ ଚେଷ୍ଟା ଚଳାଇଥିବାରୁ ରାଜ୍ୟ ସରକାର ଙ୍କୁ ଏଥିରୁ କ୍ଷାନ୍ତ ରହିବାକୁ କହିଥିଲେ । ଆଗାମୀ ଦିନ ରେ କଟକ ରେ ଏନେଇ ପ୍ରବଳ ବିରୋଧ କରାଯିବ ବୋଲି ସେ କହିଛନ୍ତି ।