Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
No video available

କଟକ ପୌରାଞ୍ଚଳ: ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖ ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

ସୋମବାର ଅପରାହ୍ନ ରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖ ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ଵବିଦ୍ୟାଳୟ ତ୍ ନାମ ପରିବର୍ତ୍ତନ ମନ୍ତବ୍ୟ ନେଇ ବିରୋଧ କରାଯାଇଥିଲା। ଜିଲ୍ଲା କଂଗ୍ରେସ ର କାର୍ଯ୍ୟକାରି ସଭାପତି ମାନସ ଚୌଧୁରୀ ଙ୍କ ନେତୃତ୍ୱ ରେ ଏହି ପ୍ରତିବାଦ କରାଯାଇଥିଲା । ଏହି ଅବସରରେ ଏକ ଦସ୍ତଖତ ଅଭିଯାନ ହୋଇଥିଲା ।
କଟକ ପୌରାଞ୍ଚଳ: ରେଭେନ୍ସା ବିଶ୍ଵବିଦ୍ୟାଳୟ ସମ୍ମୁଖ ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ - Cuttack M Corp PS News