Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
Jharkhand
Rajasthan
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
Crimenews
Nda
School
Cbi
Mathura
Fatehpur
Jodhpur
No video available

କଟକ ପୌରାଞ୍ଚଳ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଦିନିକିଆ କଟକ ଗସ୍ତ, ମା' କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ କଲେ ଦର୍ଶନ

ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ରବିବାର ମଧ୍ୟାହ୍ନରେ ଦିନିକିଆ କଟକ ଗସ୍ତ କରିଛନ୍ତି। ସେ ମା କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ ପୂଜାର୍ଚ୍ଚନା ଓ ଦର୍ଶନ କରିଛନ୍ତି। ଏଥି ସହ ଗୋପବନ୍ଧୁ ଭବନରେ ଗୋପବନ୍ଧୁ ଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମାଆଙ୍କ ନବୀକରଣ ପ୍ରକଳ୍ପ ପୂର୍ବ ସରକାର ସମୟରେ ଆରମ୍ଭ ହୋଇ ଆଗେଇଛି। ଯାହା କାମ ବାକି ଅଛି ତାହା ଏ ସରକାରଙ୍କ ସମୟରେ ନିଶ୍ଚିତ ଭାବେ ସଂପୂର୍ଣ୍ଣ ହେବ। ତେବେ କାମ ହେବା ଓ ସରିବା ଚଣ୍ଡୀଙ୍କର ଇଛା ବୋଲି ମତ ଦେଇଥିଲେ ।
କଟକ ପୌରାଞ୍ଚଳ: ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଦିନିକିଆ କଟକ ଗସ୍ତ, ମା' କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀଙ୍କ କଲେ ଦର୍ଶନ - Cuttack M Corp PS News