Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

କଟକ ପୌରାଞ୍ଚଳ: କେନ୍ଦ୍ର ମନ୍ତ୍ରୀ ଙ୍କ ମନ୍ତବ୍ୟ କୁ ନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପୁରାତନ ଓ ଏବେର ଛାତ୍ର ଛାତ୍ରୀ ଙ୍କ ପ୍ରତିବାଦ ଓ ବିକ୍ଷୋଭ

ରବିବାର ଅପରାହ୍ନ ରେ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପୁରାତନ ଓ ଏବେର ଛାତ୍ରଛାତ୍ରୀ ମାନେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ମନ୍ତବ୍ୟ କୁ ନେଇ ଛାତ୍ର ଛାତ୍ରୀ ମାନେ ପ୍ରତିବାଦ କରିଥିଲେ । ତୁରନ୍ତ କେନ୍ଦ୍ରମନ୍ତ୍ରୀ ତାଙ୍କ ମନ୍ତବ୍ୟ ଫେରସ୍ତ ନେବା ସହ କ୍ଷମା ପ୍ରାର୍ଥନା କରନ୍ତୁ ବୋଲି ଦାବି ହୋଇଛି । ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି ।

MORE NEWS

କଟକ ପୌରାଞ୍ଚଳ: କେନ୍ଦ୍ର ମନ୍ତ୍ରୀ ଙ୍କ ମନ୍ତବ୍ୟ କୁ ନେଇ ରେଭେନ୍ସା ବିଶ୍ଵବିଦ୍ୟାଳୟ ରେ ପୁରାତନ ଓ ଏବେର ଛାତ୍ର ଛାତ୍ରୀ ଙ୍କ ପ୍ରତିବାଦ ଓ ବିକ୍ଷୋଭ - Cuttack M Corp PS News