Public App Logo
Jansamasya
News
Bjp
National
Police
Bihar
India
कांग्रेस
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
Education
No video available

କଟକ ପୌରାଞ୍ଚଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ କଟକ ଗସ୍ତ , ବକ୍ସି ବଜାର ରେ ଗୋପବନ୍ଧୁଙ୍କ ଜଣାଇଲେ ଶ୍ରଦ୍ଧାଞ୍ଜଳୀ

ରବିବାର ଅପରାହ୍ନ ରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କଟକ ଗସ୍ତ କରିଛନ୍ତି । ଏହି ଅବସରରେ ସେ ବକ୍ସି ବଜାର ସ୍ଥିତ ଗୋପବନ୍ଧୁ ଭବନ କୁ ପରିଦର୍ଶନ କରିଛନ୍ତି । ସେଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ଙ୍କ ପ୍ରତିମୂର୍ତ୍ତି ରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥି ସହ କର୍ମୀ ମାନଙ୍କୁ ନେଇ ବିଭିନ୍ନ ବିଷୟ ରେ ଆଲୋଚନା କରିଥିବା ଜଣାପଡିଛି। ନଗର ବିଜେପି ସଭାପତି ଲଲାଟେନ୍ଦୁ ବଡୁ ପ୍ରମୁଖ ଉପସ୍ଥିତ ଥିଲେ।
କଟକ ପୌରାଞ୍ଚଳ: ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଙ୍କ କଟକ ଗସ୍ତ , ବକ୍ସି ବଜାର ରେ ଗୋପବନ୍ଧୁଙ୍କ ଜଣାଇଲେ ଶ୍ରଦ୍ଧାଞ୍ଜଳୀ - Cuttack M Corp PS News