Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
No video available

କଟକ ପୌରାଞ୍ଚଳ: ଜିଲ୍ଲାରେ ଆରମ୍ଭ ହେଲା ସୁଭଦ୍ରା ଯୋଜନା, ବିଭିନ୍ନ ସ୍ଥାନରେ ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳ

କଟକ ଜିଲ୍ଲା ରେ ଶନିବାର ପୂର୍ବାହ୍ନ ଠାରୁ ସୁଭଦ୍ରା ଯୋଜନା ଆରମ୍ଭ କରାଯାଇଛି । ଏହି ଅବସରରେ ସୁଭଦ୍ରା ଯୋଜନାର ସଫଳ ରୂପାୟନ ତଥା ହିତାଧିକାରୀମାନଙ୍କୁ ସୁବିଧାରେ ଫର୍ମ ଯୋଗାଣ କାର୍ଯ୍ୟକ୍ରମ ଦୁଇ ଦିନ ଧରି ଜିଲ୍ଲା ର ସମସ୍ତ ବ୍ଲକ୍ ରେ ଚାରି ରହିଛି । ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଦେ ଓ ନିଶ୍ଚିନ୍ତକୋଇଲିର ଏକ ଅଙ୍ଗନବାଡି କେନ୍ଦ୍ରରେ ହିତାଧିକାରୀଙ୍କୁ ସୁଭଦ୍ରା ଯୋଜନାର ଫର୍ମ ପ୍ରଦାନ ନେଇ କଟକ ସଦର ଉପଜିଲ୍ଲାପାଳ ଜ୍ଯୋତି ଶଙ୍କର ରାୟ ସମୀକ୍ଷା କରିଥିଲେ ।

MORE NEWS