Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
No video available

କଟକ ପୌରାଞ୍ଚଳ: ଠକେଇ ଅଭିଯୋଗରେ କ୍ୟାଣ୍ଟନ ମେଣ୍ଟ ପୋଲିସ ପକ୍ଷରୁ ଜଣେ ଅଭିଯୁକ୍ତ ଗିରଫ

ଠକେଇ ଅଭିଯୋଗ ରେ କ୍ୟାଣ୍ଟନ ମେଣ୍ଟ ଥାନା ପୁଲିସ ଜଣେ ଅଭିଯୁକ୍ତ କୁ ଶନିବାର ଅପରାହ୍ନ ରେ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲା ଚାଉଳିଆଗଞ୍ଜ ଅଞ୍ଚଳ ରେ ରହୁଥିବା ଲକ୍ଷ୍ମୀକାନ୍ତ ସାହୁ । ତାକୁ କୋର୍ଟ ଚାଲାଣ କରାଯାଇଛି ବୋଲି ସୂଚନା ମିଳିଛି । ଲକ୍ଷ୍ମୀକାନ୍ତ ଜଗବନ୍ଧୁ ସାହୁ ନାମକ ଜଣେ ବ୍ୟକ୍ତି କୁ ୫ ଲକ୍ଷ ଟଙ୍କା ଠକେଇ କରିଥିଲେ । ପୁଲିସ ଅଭିଯୋଗ ଆଧାର ରେ ତଦନ୍ତ କରିଥିଲା । ହେଲେ ଲକ୍ଷ୍ମୀକାନ୍ତ ଫେରାର ହୋଇଯାଇଥିଲେ । ତେବେ ସେ ଦିଲ୍ଲୀ ର ରହୁଥିବା କହିଥିଲେ ପରିବାର ଲୋକ । ଆଜି ଫେରୁଥିବା ଖବର ପାଇ ପୁଲିସ ଗିରଫ କରିଛି ।

MORE NEWS