କଟକ ପୌରାଞ୍ଚଳ: ସୁଭଦ୍ରା ଯୋଜନା ରେ ଆବେଦନ ପତ୍ର ପାଇଁ ଟଙ୍କା ମାଗିଲେ ହେବ କାର୍ଯ୍ୟାନୁଷ୍ଠାନ, ବାଲିଯାତ୍ରା ପଡ଼ିଆ ରେ ଜିଲ୍ଲାପାଳ ଙ୍କ ସୂଚନା
ସୁଭଦ୍ରା ଯୋଜନା ରେ ଜିଲ୍ଲା ରେ ଆବେଦନ ପତ୍ର ପ୍ରଦାନ କାର୍ଯ୍ୟ ଚାଲୁ ରହିଛି। ତେଣୁ ଯେଉଁମାନେ ଏହି ଆବେଦନ ପତ୍ର ପାଇଁ ଟଙ୍କା ମାଗିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏନେଇ ସ୍ଥାନୀୟ ବାଲିଯାତ୍ରା ପଡ଼ିଆ ରେ ଗୁରୁବାର ଅପରାହ୍ନରେ ଜିଲ୍ଲାପାଳ ଦତ୍ତତ୍ରୟ ଭାଉ ସାହେବ୍ ସୀନ୍ଦେ ସୂଚନା ଦେଇଛନ୍ତି । ଏଥି ସହ ସବୁ ବ୍ଲ କ ଓ ପଞ୍ଚାୟତ ସ୍ତର ରେ ସତର୍କ ରହିବାକୁ ସେ କହିଛନ୍ତି।