Public App Logo
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
Aap
No video available

କଟକ ପୌରାଞ୍ଚଳ: କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟକୁ ବିରୋଧ କରି ରେଭେନ୍ସା ବିଶ୍ଵବିଦ୍ୟାଳୟରେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ, ଯୋଗଦେଲେ ଚାନ୍ଦବାଲି ବିଧାୟକ

କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରେଭେନ୍ସା ବିଶ୍ଵବିଦ୍ୟାଳୟ ନାମ ପରିବର୍ତ୍ତନ ପାଇଁ ଦେଇଥିବା ମନ୍ତବ୍ୟ କୁ ନେଇ ପ୍ରତିବାଦ ଜୋର୍ ଧରିଛି । ଏହି ଅବସରରେ ବୁଧବାର ସନ୍ଧ୍ୟା ରେ ଏକ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥରେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ସାମିଲ ହୋଇଥିଲେ । ବିଶ୍ଵବିଦ୍ୟାଳୟ ପରିସର ରୁ ଏହି ଶୋଭାଯାତ୍ରା ବାହାରି ରାଣୀହାଟ କ୍ଲକ୍ ଟାୱାର ଦେଇ କଲେଜ୍ ଛକ ସ୍ଥିତ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତ୍ତି ଠାରେ ଶେଷ ହୋଇଥିଲା।