Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

କଟକ ପୌରାଞ୍ଚଳ: ନଭେମ୍ବର ୧୫ ରୁ ଐତିହାସିକ କଟକ ବାଲିଯାତ୍ରା, କଟକ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଏ ନେଇ ସୂଚନା ଦେଇଛନ୍ତି।

ଐତିହାସିକ କଟକ ବାଲିଯାତ୍ରା ପାଇଁ ସମୟ ଘୋଷଣା କରାଯାଇଛି। କଟକ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ବୁଧବାର ସନ୍ଧ୍ୟା ରେ ଏ ନେଇ ସୂଚନା ଦେଇଛନ୍ତି। ଆସନ୍ତା ନଭେମ୍ବର ୧୫ରୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେବ ଓ ୨୨ ତାରିଖରେ ଶେଷ ହେବ। ୮ ଦିନ ପାଇଁ ଏହି ବାଲିଯାତ୍ରା ଅନୁଷ୍ଠିତ ହେବ ବୋଲି ଜଣାପଡିଛି। ଜିଲ୍ଲା ପ୍ରଶାସନ ପକ୍ଷ ରୁ ଆୟୋଜିତ ବୈଠକ ରେ ନିଷ୍ପତ୍ତି ନିଆଯାଇଛି । Related Posts

MORE NEWS