Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

କଟକ ସଦର: କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ; ଦୁର୍ଗାପୂଜାରେ ଡିଜେ ବ୍ୟାନ ନେଇ ପୋଲିସ କମିଶନରଙ୍କ ସୂଚନା

କଟକ ଦୁର୍ଗାପୂଜା ଭସାଣିରେ ଡିଜେ ସମ୍ପୂର୍ଣ୍ଣ ବାରଣ ନେଇ ରବିବାର ଅପରାହ୍ନ ରେ ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି । ୪୨ ମୌଜା ରେ କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକରେ ଏଭଳି ନିଷ୍ପତ୍ତି ହୋଇଛି । ଦୁର୍ଗାପୂଜାରେ ମଦମୁକ୍ତ ଭସାଣି, ଡିଜେ ମୁକ୍ତ ରୋଷଣି ପାଇଁ ନିଷ୍ପତ୍ତି ସହ ଅକ୍ଟୋବର ୧୪ରେ ଭସାଣି । ରାତି ୧୨ଟା ଯାଏଁ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତାବ' ଦିଆଯାଇଛି। ଭସାଣି ଶୋଭାଯାତ୍ରାରେ ୬ଟି ବକ୍ସ ବଜାଇପାରିବେ ଓ ଡିଜେ ସମ୍ପୂର୍ଣ୍ଣ ମନା' । ଜୋରଜବରଦସ୍ତ ଚାନ୍ଦା ମାଗିଲେ ସମ୍ପୃକ୍ତ ବ୍ୟକ୍ତି ନାଁରେ ଏତଲା ହେବ ବୋଲି ସୂଚନା ମିଳିଛି ।
କଟକ ସଦର: କଟକ ମହାନଗର ପୂର୍ବାଞ୍ଚଳ ଶାନ୍ତି କମିଟି ବୈଠକ; ଦୁର୍ଗାପୂଜାରେ ଡିଜେ ବ୍ୟାନ ନେଇ ପୋଲିସ କମିଶନରଙ୍କ ସୂଚନା - Cuttack Sadar News