Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

କଟକ ପୌରାଞ୍ଚଳ: ଦର୍ଶନପୁର ଛକ ନିକଟରେ କାର ସହିତ ଅଟୋର ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର

ଆଠଗଡ଼ ଦର୍ଶନପୁର ଛକ ନିକଟରେ ବୁଧବାର ଅପରାହ୍ନ ରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଏକ କାର ସହିତ ଅଟୋର ମୁହାଁମୁହିଁ ଧକ୍କା ହୋଇଛି । ଯାହା ଫଳରେ ଦୁଇ ଜଣ ଗୁରୁତର ହୋଇଛନ୍ତି। ସେମାନଙ୍କୁ କଟକ ବଡ଼ ଡ଼ାକ୍ତରଖାନା ରେ ଭର୍ତ୍ତି କରାଯାଇଛି । ଦ୍ରୁତ ଗତି ଯୋଗୁଁ ଏଭଳି ଅଘଟଣ ଘଟିଥଲା। ତେବେ ଘଟଣା ସ୍ଥଳ ରେ ଆଠଗଡ ଥାନା ପୁଲିସ ପହଁଚି ତଦନ୍ତ ଆରମ୍ଭ କରିଛି । ଏଥି ସହ ଗାଡ଼ି ଦୁଇଟି କୁ ଜବତ କରିଛି।

MORE NEWS

କଟକ ପୌରାଞ୍ଚଳ: ଦର୍ଶନପୁର ଛକ ନିକଟରେ କାର ସହିତ ଅଟୋର ମୁହାଁମୁହିଁ ଧକ୍କା, ଦୁଇ ଗୁରୁତର - Cuttack M Corp PS News