Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Nitishkumar
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Haryana
Uttarpradesh
No video available

କଟକ ପୌରାଞ୍ଚଳ: ନାବାଳିକା ଝିଅକୁ ବଳାତ୍କାର ଅଭିଯାଗରେ ସିଆରଆରଆଇ ଥାନା ପୁଲିସ ଦ୍ଵାରା ଅଭିଯୁକ୍ତ ଗିରଫ, ଅତିରିକ୍ତ ଡିସିପି ଙ୍କ ସୂଚନା

ଘରେ ଆଶ୍ରୟ ଦେଇଥିବା ମହିଳାଙ୍କ ନାବାଳିକା ଝିଅକୁ ବଳାତ୍କାର ଅଭିଯାଗରେ ସିଆରଆରଆଇ ଥାନା ପୁଲିସ ଅଭିଯୁକ୍ତକୁ ମଙ୍ଗଳବାର ଅପରାହ୍ନ ରେ ଗିରଫ କରିଛି। ଅଭିଯୁକ୍ତଜଣକ ହେଲା ଗତିରାଉତ ପାଟଣାରେ ରହୁଥିବା ପଦାରବିନ୍ଦ ପଟ୍ଟନାୟକ ଓରଫ ଜିତୁ(୩୮)। ମିଳିଥିବା ସୂଚନା ଅନୁଯାୟୀ ଜଣେ ମହିଳାଙ୍କ ସ୍ୱାମୀଙ୍କ ଦେହାନ୍ତ ପରେ ଜିତୁ ତାଙ୍କୁ ଆଣି ରହୁଥିବା ଭଡ଼ାଘରେ ଆଶ୍ରୟ ଦେଇଥିଲା। ଉକ୍ତ ମହିଳାଙ୍କର ତିନି ଝିଅ ଥିବାବେଳେ ସମସ୍ତେ ଜଗତସିଂହପୁର ଜିଲାସ୍ଥିତ ଏକ ସରକାରୀ ଶିଶୁ ଆଶ୍ରମରେ ରହୁଥିଲେ। ଗତ ରଜରେ ତିନିଝିଅଙ୍କୁ ତାଙ୍କ ମା’ ଘରକୁ ଆଣିଥିଲେ। ଏହି ସମୟରେ ଅଭିଯୁକ୍ତ ବଳାତ୍କାର କରିଥିଲେ ।
କଟକ ପୌରାଞ୍ଚଳ: ନାବାଳିକା ଝିଅକୁ ବଳାତ୍କାର ଅଭିଯାଗରେ ସିଆରଆରଆଇ ଥାନା ପୁଲିସ ଦ୍ଵାରା ଅଭିଯୁକ୍ତ ଗିରଫ, ଅତିରିକ୍ତ ଡିସିପି ଙ୍କ ସୂଚନା - Cuttack M Corp PS News