Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

କଟକ ପୌରାଞ୍ଚଳ: କଟକ ରେ ରହିବ ଅବକାରୀ କମିଶନର କାର୍ଯ୍ୟାଳୟ, କମିଶନର ନରସିଂହ ଭୋଳ ଙ୍କ ସହ ଆଲୋଚନା ପରେ ସୋଫିଆ ଙ୍କ ସୂଚନା

କଟକ ରୁ ଅବକାରୀ କମିଶନର କାର୍ଯ୍ୟାଳୟ ସ୍ଥାନନ୍ତର ହେବ ନାହିଁ। ଏନେଇ କମିଶନର ନରସିଂହ ଭୋଳଙ୍କ ସୂଚନା ଦେଇଥିବା ମଙ୍ଗଳବାର ଅପରାହ୍ନ ରେ କଟକ ବାରବାଟି ବିଧାୟିକା ସୋଫିଆ ଫିର୍ଦୋସ ସୂଚନା ଦେଇଛନ୍ତି । କଟକରେ ରହିବ ଅବକାରୀ କମିଶନର ଅଫିସ । କଟକରେ ସ୍ଥାନ ଅଭାବରୁ କେବଳ ଲ୍ୟାବ ଭୁବନେଶ୍ୱର ଆସିଥିଲା । ତେଣୁ ଏହି କାର୍ଯ୍ୟାଳୟ କଟକ ରେ ରହିବ ବୋଲି ସେ କହିଛନ୍ତି।

MORE NEWS

କଟକ ପୌରାଞ୍ଚଳ: କଟକ ରେ ରହିବ ଅବକାରୀ କମିଶନର କାର୍ଯ୍ୟାଳୟ, କମିଶନର ନରସିଂହ ଭୋଳ ଙ୍କ ସହ ଆଲୋଚନା ପରେ ସୋଫିଆ ଙ୍କ ସୂଚନା - Cuttack M Corp PS News