Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Narendramodi
Madhya_pradesh
Mp
Madhyapradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
No video available

କଟକ ପୌରାଞ୍ଚଳ: କଟକ କେନ୍ଦ୍ରାପଡ଼ା କେନାଲ ର ଜଗତପୁର ନିକଟରେ ଆଠଗଡ ଅଞ୍ଚଳର ଜଣେ ଯୁବକର ମୃତ ଦେହ ଉଦ୍ଧାର

କେନ୍ଦ୍ରାପଡ଼ା କେନାଲ ର ଜଗତପୁର ନିକଟରେ ବୁଧବାର ପୂର୍ବାହ୍ନ ରେ ଜଣେ ଯୁବକର ମୃତ ଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଉଛନ୍ତି ଆଠଗଡ ବ୍ଲକ୍ ତିରିଗିଆ ନଜରପୁର ର ସନ୍ତୋଷ ସ୍ୱାଇଁ (୩୦) । ଜଗତପୁର ଥାନା ପୁଲିସ ମୃତଦେହ କୁ ବ୍ୟବଚ୍ଛେଦ ପାଇଁ କଟକ ବଡ ଡାକ୍ତରଖାନାକୁ ପଠାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ବେଳେ ପରିବାର ଲୋକଙ୍କୁ ଖବର ଦିଆଯାଇଥିବା ଅତିରିକ୍ତ ଡିସିପି ଅନିଲ କୁମାର ମିଶ୍ର ସୂଚନା ଦେଇଛନ୍ତି।

MORE NEWS