Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Accident
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
Nsui
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
No video available

କଟକ ପୌରାଞ୍ଚଳ: ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ ପାଇଁ ଜନସେବା କେନ୍ଦ୍ରରେ ବେଆଇନ ଭାବେ ଫର୍ମ ବିକ୍ରି , ସିଏମସି ଦ୍ଵାରା ଅଭିଯୋଗ

ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ ପାଇଁ ଜନସେବା କେନ୍ଦ୍ରରେ ବେଆଇନ ଭାବେ ଫର୍ମ ବିକ୍ରି ହେଉଛି। ମଙ୍ଗଳବାର ଅପରାହ୍ନରେ ସ୍ଥାନୀଅଭିଯୋଗ ଆଣିଛନ୍ତି ସିଡିପିଓ ସିଟି- ୨। ଏ ନେଇ ସେ ଲାଲବାଗ ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ଆଧାରରେ ପୁଲିସ ଏହାକୁ ଗୁରୁତ୍ବର ଗ୍ରହଣକରି ଏକ ମାମଲା ରୁଜୁ କରିବା ସହିତ ତଦନ୍ତ ଆରମ୍ଭ କରିଛି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ହିତାଧିକାରୀଙ୍କୁ ଫର୍ମ ସମ୍ପୂର୍ଣ୍ଣ ମାଗଣାରେ ଯୋଗାଇ ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ରହିଛି; ମାତ୍ର କଟକ ମହାନଗର ନିଗମର ୱାର୍ଡ଼ ନଂ ୧୨ର କାଳିଗଳିର ଏ ଟୁ ଜେଡ ଜନସେବା କେନ୍ଦ୍ରରେ ଏହି ଫର୍ମ ବିକ୍ରି ହେଉଛି ।

MORE NEWS

କଟକ ପୌରାଞ୍ଚଳ: ସୁଭଦ୍ରା ଯୋଜନାରେ ନାମ ପଞ୍ଜିକରଣ ପାଇଁ ଜନସେବା କେନ୍ଦ୍ରରେ ବେଆଇନ ଭାବେ ଫର୍ମ ବିକ୍ରି , ସିଏମସି ଦ୍ଵାରା ଅଭିଯୋଗ - Cuttack M Corp PS News