Public App Logo
Profile Picture

Suresh Chandra Mohanty

@suresh5895983
6566Followers
5Following
ପିପିଲି: କାକୁଡିଆ ଛକରେ ଯାତ୍ରୀବାହୀ ବସ ଓ ହାଇୱା ମୁହାଁମୁହିଁ ଧକ୍କାରେ ୨ ଗୁରୁତର, ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ପୋଲିସ ପକ୍ଷରୁ ତଦନ୍ତ ଜାରି
ସତ୍ୟବାଦୀ: ବଳରାମପୁରଗଢ ଗ୍ରାମର ଗ୍ରାମ ଦେବତୀ ମା ଜାଗୁଳାଇଙ୍କ ନୂତନ  ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
ନିମାପଡା: ବଳଙ୍ଗା ସ୍ଥିତ ଭାର୍ଗବୀ ନଦୀ ପଠାରେ   ଲକ୍ଷାଧିକ ଟଙ୍କାର ମାଛଧରା ଜାଲକୁ ପୋଡ଼ିଦେଲେ ଦୃର୍ବୁତ୍ତ, ଥାନାରେ ଅଭିଯୋଗ , ପୋଲିସର ତଦନ୍ତ ଜାରି
ନିମାପଡା: ବଳଙ୍ଗା ଥାନା ପରିଦର୍ଶନ କରିବା ସହ ଆଇନଶୃଙ୍ଖଳା ପରିସ୍ଥିତିର ଅନୁଧ୍ୟାନ କଲେ ଆଡିସିନାଲ ଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ
କାକଟପୁର: କୋଣାର୍କ  ମିନା ବଜାର ପଡିଆ ନିକଟ ଜଙ୍ଗଲରେ ଅଗ୍ନିକାଣ୍ଡ, ଆୟତ୍ତ କଲା ଚମ୍ପାହର ଅଗ୍ନିଶମ ବିଭାଗ, ପ୍ରତିକ୍ରିୟା ରଖିଲେ ଅଗ୍ନିଶମ ଅଧିକାରୀ
ପିପିଲି: ସ୍ଥାନୀୟ ପୌର ପରିଷଦ ଅଞ୍ଚଳରେ ମାଙ୍କଡ କାମୁଡ଼ାରେ ୩ ଗୁରୁତର, ଏନଏସି କାର୍ଯ୍ୟାଳୟ ଠାରେ ପ୍ରତିକ୍ରିୟା ରଖିଲେ ଅଧ୍ୟକ୍ଷ
ନିମାପଡା: ସାଇଁଶ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ସତ୍ୟବାଦୀ: ତଳପାଟଣା ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଟ୍ରାକ୍ଟର ଚୋରି ଅଭିଯୋଗ, ଥାନାରେ ମାମଲା ରୁଜୁ କରି ପୋଲିସର ତଦନ୍ତ ଜାରି
ପିପିଲି: ହାଟ ଛକରେ ସାମାନ୍ୟ ଦୁର୍ଘଟଣାକୁ କେନ୍ଦ୍ରକରି ଗଣ୍ଡଗୋଳରେ ଜଣେ ଗୁରୁତର, ଗାଡ଼ି ଜବତ, ଥାନାରେ ଜଣେ ଅଟକ
କାକଟପୁର: କୋଣାର୍କ ଉତ୍ସବ ଅବସରରେ କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ବେଳାଭୂମି ପଦଯାତ୍ରା ସହ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡା: ସ୍ଥାନୀୟ ଗ୍ରୀନଲ୍ୟାଣ୍ଡ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ ବିଜେପିର ସମୀକ୍ଷା ବୈଠକ ଅନୁଷ୍ଠିତ, ଯୋଗଦେଲେ ରାଜ୍ୟ ବିଜେପି ମୁଖପାତ୍ର
ସତ୍ୟବାଦୀ: ସ୍ଥାନୀୟ ଦେବରାଜ କଲ୍ୟାଣ ମଣ୍ଡପ ପରିସରରେ ନୃସିଂହ ଦେବ ଆଞ୍ଚଳିକ ଯୁବ ପରିଷଦ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ
ପିପିଲି: ଢ଼ଁପୁର ଗ୍ରାମରେ ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର ବୈଜ୍ଞାନିକଙ୍କ କ୍ଷେତ୍ର ପରିଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ
ନିମାପଡା: ବିଷ୍ଣୁପୁର ପଡ଼ିଆରେ କ୍ରିକେଟ ଖେଳୁଥିବା ବେଳେ ସ୍ଥାନୀୟ ମହାବିଦ୍ୟାଳୟର ଜଣେ ପିଜି ଛାତ୍ରଙ୍କ ମୃତ୍ୟୁ; ମେଡ଼ିକାଲରେ ଉତ୍ତେଜନା
କାକଟପୁର: କୋଣାର୍କ ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ଅନ୍ତର୍ଜାତୀୟ ୩୫ତମ କୋଣାର୍କ ଉତ୍ସବର ୨ୟ ସନ୍ଧ୍ୟାରେ ଦର୍ଶକଙ୍କ ମନମୋହିଲା ମଣିପୁରୀ ଓ ଓଡ଼ିଶୀ ନୃତ୍ୟ
ନିମାପଡା: ଚଅଁରପଦା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ
ପିପିଲି: ଜାତୀୟ ରାଜପଥର ମଙ୍ଗଳପୁର ଠାରେ ଏଚଏନ ରିସର୍ଟ ଏଣ୍ଡ କନଭେନସନ ଉଦଘାଟିତ, ଯୋଗଦେଲେ ସ୍ଥାନୀୟ ବିଧାୟକ
ସତ୍ୟବାଦୀ: ବିଜେଡିର ସଭ୍ୟସଂଗ୍ରହ ଅଭିଯାନ କର୍ମଶାଳା ବୀରଗୋବିନ୍ଦପୁର ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ଅନୁଷ୍ଠିତ, ପ୍ରତିକ୍ରିୟା ରଖିଲେ ବ୍ଲକ ଅଧ୍ୟକ୍ଷ
କାକଟପୁର: ୩୫ ତମ ଆନ୍ତର୍ଜାତୀୟ କୋଣାର୍କ ଉତ୍ସବ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉଦଘାଟିତ, ଦର୍ଶକଙ୍କ ମନ ମୋହିଲା ଓଡ଼ିଶୀ ଓ କଥକ ନୃତ୍ୟ
ପିପିଲି: ଉତ୍ତରା ସ୍ଥିତ ବିଶାଲ ଗାର୍ଡେନ ଆପାର୍ଟମେଣ୍ଟରୁ ଗତ ବିଳମ୍ବିତ ରାତିରେ ସିରିଜ ଚୋରି; ପୋଲିସର ତଦନ୍ତ ଜାରି, ଅନ୍ତେବାସୀଙ୍କ ପ୍ରତିକ୍ରିୟା
ସତ୍ୟବାଦୀ: ଅଁଳାଯୋଡ଼ି ଗ୍ରାମରେ ବିଜେପିର ବୁଥ ସ୍ତରୀୟ ବୈଠକ ଓ ସଭାପତି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ସାଂସଦ ଓ ବିଧାୟକ
ନିମାପଡା: ଡେଣୁଅ ଛକରେ ବାଇକ୍ ଦୁର୍ଘଟଣାରେ ୩ ଗୁରୁତର, ଦୁର୍ଘଟଣା ଗ୍ରସ୍ତ ବାଇକ୍ କୁ ଜବତ କରି ପୁଲିସର ତଦନ୍ତ ଜାରି
କାକଟପୁର: କୋଣାର୍କ ପ୍ରେସ କ୍ଲବ ପକ୍ଷରୁ ସୂର୍ଯ୍ୟ ମନ୍ଦିର ସମ୍ମୁଖରୁ ସାଇକ୍ଲୋଥନ ଶୋଭାଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ପୌର ପରିଷଦ ଅଧ୍ୟକ୍ଷା
ନିମାପଡା: ଭୋଦର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ
ସତ୍ୟବାଦୀ: ସଦାନନ୍ଦପୁର ଗ୍ରାମରେ ଜାଗାବାଡି ବିବାଦକୁ କେନ୍ଦ୍ରକରି ଜଣେ ମହିଳାଙ୍କୁ ଆକ୍ରମଣ, ଥାନାରେ ଅଭିଯୋଗ ପରେ ପୋଲିସର ତଦନ୍ତ ଜାରି